Narayan Technologies

Loading

Typing [English/Odiya]

Sale!

Typing [English/Odiya]

Original price was: ₹4,500.00.Current price is: ₹3,600.00.

Course Contents | କୋର୍ସ ବିଷୟବସ୍ତୁ

Module 1: Introduction to Typing

  • Basics of Keyboard
  • Home Row Keys
  • Finger Placement Techniques
  • Typing Posture
  • Keyboard Shortcuts

ମଡ୍ୟୁଲ ୧: ଟାଇପିଂର ପରିଚୟ

  • କିବୋର୍ଡ ପରିଚୟ
  • ହୋମ୍ ରୋ କି
  • ଆଙ୍ଗୁଠିର ସଠିକ ସ୍ଥାନ
  • ବସିବାର ସଠିକ ପଦ୍ଧତି
  • କିବୋର୍ଡ ସର୍ଟକଟ

Module 2: English Typing

  • Alphabet Typing Practice
  • Word Typing
  • Sentence Typing
  • Paragraph Typing
  • Speed Building Exercises

ମଡ୍ୟୁଲ ୨: ଇଂରାଜୀ ଟାଇପିଂ

  • ଅକ୍ଷର ଟାଇପିଂ
  • ଶବ୍ଦ ଟାଇପିଂ
  • ବାକ୍ୟ ଟାଇପିଂ
  • ପ୍ୟାରାଗ୍ରାଫ ଟାଇପିଂ
  • ସ୍ପିଡ୍ ବୃଦ୍ଧି ଅଭ୍ୟାସ

Module 3: Odia Typing

  • Odia Keyboard Layout
  • Unicode Typing
  • Odia Character Practice
  • Word and Sentence Typing
  • Official Document Typing Practice

ମଡ୍ୟୁଲ ୩: ଓଡ଼ିଆ ଟାଇପିଂ

  • ଓଡ଼ିଆ କିବୋର୍ଡ ଲେଆଉଟ୍
  • ୟୁନିକୋଡ୍ ଟାଇପିଂ
  • ଓଡ଼ିଆ ଅକ୍ଷର ଅଭ୍ୟାସ
  • ଶବ୍ଦ ଓ ବାକ୍ୟ ଟାଇପିଂ
  • ଅଫିସିଆଲ ଡକ୍ୟୁମେଣ୍ଟ ଟାଇପିଂ

Module 4: Speed & Accuracy Development

  • Timed Typing Tests
  • Error Reduction Techniques
  • Typing Competitions Practice
  • Productivity Improvement
  • Examination Preparation

ମଡ୍ୟୁଲ ୪: ସ୍ପିଡ୍ ଓ ସଠିକତା ବିକାଶ

  • ଟାଇମ୍ଡ ଟେଷ୍ଟ
  • ଭୁଲ କମେଇବା ଉପାୟ
  • ଟାଇପିଂ ପ୍ରତିଯୋଗିତା ଅଭ୍ୟାସ
  • କାର୍ଯ୍ୟକୁଶଳତା ବୃଦ୍ଧି
  • ପରୀକ୍ଷା ପ୍ରସ୍ତୁତି

Module 5: Practical Applications

  • Data Entry Practice
  • Office Documentation
  • Government Exam Typing Preparation
  • Letter & Report Typing
  • Real-World Typing Assignments

ମଡ୍ୟୁଲ ୫: ପ୍ରାୟୋଗିକ ବ୍ୟବହାର

  • ଡାଟା ଏଣ୍ଟ୍ରି ଅଭ୍ୟାସ
  • ଅଫିସ ଡକ୍ୟୁମେଣ୍ଟ
  • ସରକାରୀ ପରୀକ୍ଷା ଟାଇପିଂ ପ୍ରସ୍ତୁତି
  • ଚିଠି ଓ ରିପୋର୍ଟ ଟାଇପିଂ
  • ପ୍ରାକ୍ଟିକାଲ ଟାଇପିଂ କାର୍ଯ୍ୟ
SKU: 10005-10 Category: Tag:

Description

Typing Course (English & Odia Typing)

Improve Your Typing Speed, Accuracy, and Productivity

Typing is an essential skill in today’s digital world. Whether you are a student, job seeker, office professional, data entry operator, or government job aspirant, fast and accurate typing can significantly improve your productivity and career opportunities.

Our Typing Course is designed to help learners master both English and Odia typing, improve typing speed, increase accuracy, and gain confidence in computer-based work environments. Through regular practice sessions and professional typing techniques, students will develop the skills required for office work, competitive examinations, and data entry jobs.

ଇଂରାଜୀ ଓ ଓଡ଼ିଆ ଟାଇପିଂ କୋର୍ସ

ଆଜିର ଡିଜିଟାଲ ଯୁଗରେ ଟାଇପିଂ ଏକ ଅତ୍ୟନ୍ତ ଜରୁରୀ କୌଶଳ। ଛାତ୍ରଛାତ୍ରୀ, ଚାକିରି ପ୍ରାର୍ଥୀ, ଅଫିସ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର ଓ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଦ୍ରୁତ ଓ ସଠିକ ଟାଇପିଂ ଅତ୍ୟନ୍ତ ଉପଯୋଗୀ।

ଏହି କୋର୍ସରେ ଇଂରାଜୀ ଓ ଓଡ଼ିଆ ଟାଇପିଂ ଶିଖାଯିବ ଏବଂ ଟାଇପିଂ ସ୍ପିଡ୍, ସଠିକତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରାଯିବ।

Course Highlights | କୋର୍ସର ବିଶେଷତା

✔ English & Odia Typing Training
✔ Touch Typing Techniques
✔ Speed & Accuracy Improvement
✔ Practical Typing Exercises
✔ Job-Oriented Training
✔ Course Completion Certificate

✔ ଇଂରାଜୀ ଓ ଓଡ଼ିଆ ଟାଇପିଂ ପ୍ରଶିକ୍ଷଣ
✔ ଟଚ୍ ଟାଇପିଂ ଟେକ୍ନିକ୍
✔ ସ୍ପିଡ୍ ଓ ସଠିକତା ବୃଦ୍ଧି
✔ ପ୍ରାକ୍ଟିକାଲ ଟାଇପିଂ ଅଭ୍ୟାସ
✔ ଚାକିରି ଉପଯୋଗୀ ପ୍ରଶିକ୍ଷଣ
✔ କୋର୍ସ ସମାପ୍ତି ପ୍ରମାଣପତ୍ର

Career Opportunities | ଚାକିରି ସୁଯୋଗ

  • Data Entry Operator
  • Office Assistant
  • Computer Operator
  • Documentation Executive
  • Government Job Aspirant
  • Freelance Typist
  • ଡାଟା ଏଣ୍ଟ୍ରି ଅପରେଟର
  • ଅଫିସ ଆସିଷ୍ଟାଣ୍ଟ
  • କମ୍ପ୍ୟୁଟର ଅପରେଟର
  • ଡକ୍ୟୁମେଣ୍ଟେସନ୍ ଏକ୍ସିକ୍ୟୁଟିଭ୍
  • ସରକାରୀ ଚାକିରି ପ୍ରାର୍ଥୀ
  • ଫ୍ରିଲାନ୍ସ ଟାଇପିଷ୍ଟ

Certification | ପ୍ରମାଣପତ୍ର

Students will receive a Typing Course Completion Certificate after successfully completing the course.

କୋର୍ସ ସଫଳତାର ସହିତ ସମାପ୍ତ କଲେ ଛାତ୍ରଛାତ୍ରୀଙ୍କୁ କୋର୍ସ ସମାପ୍ତି ପ୍ରମାଣପତ୍ର ପ୍ରଦାନ କରାଯିବ।

Enroll Today | ଆଜିହିଁ ଭର୍ତ୍ତି ହୁଅନ୍ତୁ

Develop professional typing skills in both English and Odia and increase your opportunities for jobs, office work, and competitive examinations.

ଇଂରାଜୀ ଓ ଓଡ଼ିଆ ଟାଇପିଂରେ ଦକ୍ଷତା ହାସଲ କରନ୍ତୁ ଏବଂ ଚାକିରି, ଅଫିସ କାର୍ଯ୍ୟ ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଆନ୍ତୁ।

Share Here